Public App Logo
Jansamasya
National
Fidfimpact
Vandemataram
Dahd
West_delhi
North_west_delhi
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଥାନା ଅନ୍ତର୍ଗତ ଚେପଟି ପୁଲିଆ ନାଳ ରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ହୀରାକୁଦ ଥାନା ଅନ୍ତର୍ଗତ ଚେପଟି ପୁଲିଆ ନାଳ ରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର l ମିଳିଥିବା ସୂଚନା ଅନୁସାରେ ହୀରାକୁଦ ଭଙ୍ଗାମୁଣ୍ଡା ଅଞ୍ଚଳର ଅଶୋକ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ l ତେବେ ସେ କେଉଁ ପରିସ୍ଥିତି ରେ ଏଠାକୁ ଆସିଲେ ଓ ପାଣିରେ କିପରି ବୁଡ଼ିଲେ ତାହା ଜଣାପଡ଼ିନାହିଁ l ପୋଲିସ ଶବ କୁ ଜବତ କରିବା ପରେ ବୁର୍ଲା ମେଡିକାଲ କୁ ବ୍ୟବଛେଦ ପାଈଁ ପଠାଯାଇଛି l ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି l

MORE NEWS