କଟକ ପୌରାଞ୍ଚଳ: ଗଣକବି ବୈଷ୍ଣବପାଣିଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ସାରଦା ପ୍ରଧାନ ଓ ଗଗନ ଓଝା
ଗଣକବି ବୈଷ୍ଣବପାଣିଙ୍କ ଜନ୍ମ ଜୟନ୍ତୀ ଅବସରରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଏବଂ କର୍ପୋରେଟର ଗଗନ ଓଝା ଗଣକବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।