ଚମ୍ପୁଆ: ବିକାଶମହଲ ପଡିଆରେ ଶିବ ମାର୍ବଲ ଚମ୍ପିୟାନ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବଡ଼ବିଲ ସହରର ବିକାଶ ମହଲ ପଡିଆରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି ଶିବ ମାର୍ବଲ ଚମ୍ପିୟାନ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଯାହାକୁ ଉଦଘାଟନ କରିଛନ୍ତି ବଡବିଲ ପୌର ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ। ଏହି ଅବସରରେ ବଡବିଲର ସମସ୍ତ ୱାର୍ଡ କାଉନସିଲର ମଧ୍ୟ ଉପସ୍ଥିତ ଥିଲେ।