ବୀରମହାରାଜପୁର: ଦନ୍ତାପାଲି ଛକ ସ୍ଥିତ ପ୍ରେରଣା ଡେ କେୟାର ଠାରେ ରେୟାର ପକ୍ଷରୁ ଅଭିଭାବକ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ
ବିରାମହରାଜପୁର ଥାନା ଅନ୍ତର୍ଗତ ଦାନ୍ତାପାଲି ଛକ ସ୍ଥିତ ପ୍ରେରଣା ଡେ କେୟାର ଠାରେ ଆଜି ଏପଟହ୍ନ 3ଟା 30ମିନିଟ ପର୍ଯ୍ୟନ୍ତ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିଫ ହୋଇଯାଇଛିl ରେଆର ପକ୍ଷରୁ ଆୟୋଜିତ ଏହି ବୈଠକକୁ ଫେଜିଥୋରାପିସ୍ଟସର୍ଜନ ସେଠ, ସ୍ପେଶାଲ ଏଜୁକେଟର ଅର୍ପିତା ରାଣୀ ପଣ୍ଡା, ଯୋଗଦେଇ ଦିବ୍ୟାଙ୍ଗ ଶିଶୁ ମାନଙ୍କର ସାମଗ୍ରିକ ବିକାଶ, ଦିବ୍ୟାଙ୍ଗ ଶିଶୁଙ୍କୁ ମାନସିକ ଓ ଶାରୀରିକ ସୁସ୍ଥ ଏବଂ ସ୍ୱତନ୍ତ୍ର ଶିକ୍ଷା ଉପରେ ଅଭିଭାବକ ମାନଙ୍କୁ ବୁଝାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଆରଟି ଦିଲ୍ଲୀପ ପଧାନ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ପାଇ ରହିଥିବା ବିଭିନ୍ନ ଯୋଜନା ବିଷୟରେ ଆ ଲ