କଟକ ପୌରାଞ୍ଚଳ: SCB Medical: ସର୍ଜରୀ ବିଭାଗ ଲିଫ୍ଟରେ 30 ମିନିଟ୍ ଫସିଲେ 6 ଜଣ
କଟକ ଏସସିବି ମେଡିକାଲର ସର୍ଜରୀ ବିଭାଗରେ ଅଚଳ ହେଲା ଲିଫ୍ଟ। ପ୍ରାୟ 30 ମିନିଟ୍ ଧରି ଲିଫ୍ଟ ଭିତରେ 6 ଜଣ ଅଟକି ରହିଥିଲେ। ପରେ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ହସ୍ପିଟାଲର ରକ୍ଷଣାବେକ୍ଷଣକୁ ନେଇ ଉଠିଲା ପ୍ରଶ୍ନ।