ଡାବୁଗାଁ: ଡାବୁଗାଁ ଲେମ୍ପ ରେ ଧାନମଣ୍ଡି କାର୍ଡ ଦୁର୍ନୀତି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି ପ୍ରତିକ୍ରିୟା ରଖିଲେ ଚାଷି
ଡାବୁଗାଁ ଲେମ୍ପ ରେ ଧାନମଣ୍ଡି କାର୍ଡ ଦୁର୍ନୀତି। ଏହି ବିଷୟରେ ଆଜି 3 ଘଣ୍ଟା ସମୟରେ ଅନଲାଇନ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି ନିଜ ପ୍ରତିକ୍ରିୟା ରଖିଲେ ମାଲିଗୁଡା ର ଚାଷି