ବିଞ୍ଝାରପୁର: ଯାଜପୁର: ଖରସ୍ରୋତା ନଦୀକୁ ଡେଇଁଲେ ମହିଳା, ଜାରି ରହିଛି ଉଦ୍ଧାରକାର୍ଯ୍ୟ
ଯାଜପୁର ବିଞ୍ଝାରପୁରର ଖରସ୍ରୋତା ନଦୀ ପୋଲ ଉପରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ିଛନ୍ତି। ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମହିଳାଙ୍କ ପରିଚୟ କିମ୍ବା ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।