Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Cricket
Uttarakhand
सम्मान
Crimenews

ବଲାଙ୍ଗୀର: ରେଲୱେ ଷ୍ଟେସନରୁ ବିପୁଳ ପରିମାଣର କଫସିରଫ ଜବତ ଘଟଣା ଅଭିଯୁକ୍ତ କୋୖର୍ଟ ଚାଲାଣ

Balangir, Balangir | Nov 5, 2025
ବଲାଙ୍ଗୀର ରେଲୱେ ଷ୍ଟେସନରୁ ବିପୁଳ ପରିମାଣର କଫସିରଫ ଜବତ ଘଟଣା ଗତ କାଲି ରେଲୱେ ପୋଲିସ। ଟ୍ରେନ୍ ଯୋଗେ ଦୁଇଟି ବଡ଼ ବ୍ୟାଗ ଭରି ବେଆଇନ ଭାବେ ଚାଲାଣ କରାଯାଉଥିବା ବେଳେ ୨ନଂ ପ୍ଲାଟଫର୍ମରୁ ପୋଲିସ କଫ ସିରଫ ଧରିଥିଲା। ଘଟଣା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଅଭିଯୁକ୍ତ ଜଣକ ହେଲେ ଧବଳେଶ୍ଵର ଜେନା ବଲାଙ୍ଗୀର ବରପାଲିପଡାର ନିବାସୀ ପୂର୍ବରୁ ମଧ୍ୟ କଫସିରଫ ଚାଲାଣ ମାମଲାରେ ଜେଲ ଯାଇ ଜାମିନ ରହିଛି। ଏଥିରେ ୨୪ଟି ପେଟିରେ ମୋଟ ୯ଶହ ବୋତଲ କଫସିରଫ ଜବତ ହୋଇଛି, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା।

MORE NEWS

ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଖଇରଭାଡ଼ି ଗାଁରେ ଘର ପୋଡ଼ିଦେବା ଅଭିଯୋଗ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଘରେ ନିଆଁ ଲଗାଇଥିବା ଭକ୍ତ ଦାସ ଅଭିଯୋଗ କରିଛନ୍ତି। ଘଟଣାରେ ଘରର ବିଭିନ୍ନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି। ନ୍ୟାୟ ଦାବିରେ ପରିବାର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ପୁଇଁତଲା ପୋଲିସ ତଦନ୍ତ ଜାରି ରଖିଛି।
#Balangir #Puintala #Khairabhadi #OdishaNews #BalangirNews #CrimeNews #FireIncident #HouseFire #Police #SP  #SankalpaSamachar

ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଖଇରଭାଡ଼ି ଗାଁରେ ଘର ପୋଡ଼ିଦେବା ଅଭିଯୋଗ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଘରେ ନିଆଁ ଲଗାଇଥିବା ଭକ୍ତ ଦାସ ଅଭିଯୋଗ କରିଛନ୍ତି। ଘଟଣାରେ ଘରର ବିଭିନ୍ନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି। ନ୍ୟାୟ ଦାବିରେ ପରିବାର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ପୁଇଁତଲା ପୋଲିସ ତଦନ୍ତ ଜାରି ରଖିଛି। #Balangir #Puintala #Khairabhadi #OdishaNews #BalangirNews #CrimeNews #FireIncident #HouseFire #Police #SP #SankalpaSamachar

Balangir, Balangir | Aug 9, 2026

ଖମାରମୁଣ୍ଡାରେ ଚାଞ୍ଚଲ୍ୟ! ପଥରରେ ଛେଚି ମହିଳାଙ୍କୁ ହତ୍ୟା, ଘର ଭିତରୁ ମିଳିଲା ମୃତଦେହ

ଖମାରମୁଣ୍ଡାରେ ଚାଞ୍ଚଲ୍ୟ! ପଥରରେ ଛେଚି ମହିଳାଙ୍କୁ ହତ୍ୟା, ଘର ଭିତରୁ ମିଳିଲା ମୃତଦେହ

Balangir, Balangir | Aug 9, 2026

ବାଇକ୍ ଧକ୍କାରେ ଜୀବନ ସହ ସଂଘର୍ଷ କରୁଛନ୍ତି ବୃଦ୍ଧ: ପିପଲବାହାଳିରୁ ଆସିଲା ଦୁଃଖଦ ଖବର, ସହାୟତା ପାଇଁ ପରିବାରର ଆକୁଳ ନିବେଦନବାଇକ୍ ଧକ୍କାରେ ଜୀବନ ସହ ସଂଘର୍ଷ କରୁଛନ୍ତି ବୃଦ୍ଧ: ପିପଲବାହାଳିରୁ ଆସିଲା ଦୁଃଖଦ ଖବର, ସହାୟତା ପାଇଁ ପରିବାରର ଆକୁଳ ନିବେଦନ

ବାଇକ୍ ଧକ୍କାରେ ଜୀବନ ସହ ସଂଘର୍ଷ କରୁଛନ୍ତି ବୃଦ୍ଧ: ପିପଲବାହାଳିରୁ ଆସିଲା ଦୁଃଖଦ ଖବର, ସହାୟତା ପାଇଁ ପରିବାରର ଆକୁଳ ନିବେଦନବାଇକ୍ ଧକ୍କାରେ ଜୀବନ ସହ ସଂଘର୍ଷ କରୁଛନ୍ତି ବୃଦ୍ଧ: ପିପଲବାହାଳିରୁ ଆସିଲା ଦୁଃଖଦ ଖବର, ସହାୟତା ପାଇଁ ପରିବାରର ଆକୁଳ ନିବେଦନ

Balangir, Balangir | Aug 9, 2026