Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ଅନୁଗୋଳ: ଛେଣ୍ଡିପଦା ଥାନା ଅଞ୍ଚଳରେ ନାବାଳିକା ଭଉଣୀକୁ ଦୁଷ୍କର୍ମ କଲା ଭାଇ

Anugul, Angul | Nov 3, 2025
ଛେଣ୍ଡିପଦା ଥାନା ଅଂଚଳରେ ନାବାଳିକା ଭଉଣୀକୁ ଭାଇ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ନିଜର ବଡ଼ ବାପା ପୁଅ ଭାଇ ଦୁଷ୍କର୍ମ କରିଥିବା ନେଇ ନାବାଳିକା ଜଣଙ୍କ ଛେଣ୍ଡିପଦା ଥାନାରେ ଲିଖୂତ ଅଭିଯୋଗ କରିଛନ୍ତି I ଅଭିଯୋଗ ପରେ ପୁଲିସ ନାବାଳିକାଙ୍କ ବୟାନକୁ ରେକର୍ଡ କରିବା ସହିତ ଏନେଇ ଘଟଣାର ଛାନ ଭିନ ଚଳାଇଛି I ଘରେ କେହି ନଥୁବା ବେଳେ ଘର ଭିତରକୁ ଡାକି ବଳତ୍କାର କରିଥିବା ଅଭିଯୋଗ ହୋଇଛି । ଏନେଇ ଛେଣ୍ଡିପଦା ଥାନା କେସ ନଂ ୫୬୧/୨୫ରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

MORE NEWS