କାମ ସରିଲା, ହେଲେ ଲଗାଇ ପାରିଲେନି ଫଳକ: ନିମ୍ନମାନର ଶ୍ରେଣୀଗୃହ ନିର୍ମାଣକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ
ଠିକାଦାର-ଅଫିସର ମଧୁଚନ୍ଦ୍ରିକା? ଶ୍ରେଣୀଗୃହ ନିର୍ମାଣରେ ଅସାଧୁତା, ସରକାରଙ୍କ ଭାବମୂର୍ତ୍ତି ପ୍ରତି ବିପଦ
ହଟୁ ଚରଣ ଉଚ୍ଚ ବିଦ୍ୟାଳୟରେ ନିମ୍ନମାନର ଶ୍ରେଣୀ ଗୃହ ନିର୍ମାଣକୁ ନେଇ ଅଞ୍ଚଳ ବାସୀଙ୍କ ବିରୋଧ।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ଧିତପୁରା ହଟୁ ଚରଣ ଉଚ୍ଚ ବିଦ୍ୟାଳୟରେ ନିର୍ମାଣାଧୀନ ନୂତନ ଶ୍ରେଣୀ ଗୃହର ନିର୍ମାଣ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ
Surajtv Surajtv Odia CMO Odisha Brajamohan Pradhan Collector & DM Balasore Pratap Chandra Sarangi PMO India Prabhati Parida #dhitapura #basta #balasore