Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ଦକ୍ଷିଣ ଘୁମୁଷର ବନ ବିଭାଗ ପକ୍ଷରୁ ମହୁଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଥିବାର ଖବର ମିଳିଛି ।

Bhanjanagar, Ganjam | Jan 13, 2026
ଗଂଜାମ ଜିଲ୍ଲା ଭଂଜନଗର ଦକ୍ଷିଣ ଘୁମୁଷର ବନ ବିଭାଗ ପକ୍ଷରୁ ମହୁଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଥିବାର ଖବର ମିଳିଛି । ଏହି ମହୁଚାଷ ପ୍ରଶିକ୍ଷଣ ଶିବିରରେ ବନ ବିଭାଗର ବହୁ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ମହିଳା ମାନଙ୍କୁ ମହୁଚାଷ ଓ ତାର ଲାଭବାନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରରେ ବହୁ ମହିଳା ମାନେ ଯୋଗ ଦେଇଥିଲେ ।

MORE NEWS