୧- #ଖୁବଶୀଘ୍ର_ଧରା_ହେବେ_ଅପରାଧୀ
୨-ଏହା ଗତକାଲିର ଘଟଣା
୩-ଭିଜୁଆଲ ଆଧାରରେ ତଦନ୍ତ ଚାଲିଛି
୪- ଗୁଳିମାଡ ହୋଇଥିବା ଗାଡ଼ିକୁ ଜବତ କରାଯାଇଛି
୫- କେଳା ସମ୍ପ୍ରଦାୟ ମଧ୍ୟରେ ବିବାଦକୁ ନେଇ ଏଭଳି ହୋଇଛି
୬ - ସୂଚନା ଦେଇଛନ୍ତି କୋରେଇ ଥାନା ଆଇଆଇସି
କୋରେଇ ଥାନା ଅନ୍ତର୍ଗତ ପୂର୍ବକୋଟ ତେଲେଙ୍ଗା ବସ୍ତି କାଜଳେଇ ହାଇସ୍କୁଲ ନିକଟରେ ହୋଇଥିବା ଗୁଳିମାଡ ଘଟଣାର ଅପଡେଟ।
#BreakingNews
#CrimeNews
#KoreiFireing
#TelengaBasti
#KoreiIIC
#JajpurSP
#AustiNewsOdia
#OdishaNews
Badachana, Jajpur | Jun 22, 2026