କଳାହାଣ୍ଡି: ରାୟଗଡ଼ା ଓ କଳାହାଣ୍ଡିରେ ଖଣି ବିରୋଧୀ ଆନ୍ଦୋଳନକାରୀ ଗିରଫ: ତୀବ୍ର ନିନ୍ଦା
Kalahandi, Kalahandi | Oct 18, 2026
ସିଜିମାଳି ଖଣି ବିରୋଧୀ ଆନ୍ଦୋଳନର ନେତା ଲକ୍ଷ୍ମଣ ନାୟକ ଓ ଡାକ୍ତର ରାଣ୍ଡେଲ ସେକ୍ୟୁରା ଗିରଫ। ବିନା ୱାରଣ୍ଟରେ ପୋଲିସ ଉଠାଇ ନେଇଥିବା ଅଭିଯୋଗ। ବିଭିନ୍ନ ଗାନ୍ଧିବାଦୀ ସଂଗଠନ ପକ୍ଷରୁ ତୁରନ୍ତ ମୁକ୍ତି ପାଇଁ ଦାବି। ଆନ୍ଦୋଳନକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା।