ଉଦଳା: କପ୍ତିପଦାରେ ଭବ୍ୟ ଦାଣ୍ଡିଆ ଓ ସାଂସ୍କୃତିକ କାର୍ଯ୍ୟକ୍ରମ: ଯୋଗଦେଲେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ
ମୟୂରଭଞ୍ଜ କପ୍ତିପଦା ବଷ୍ଟମ ସାହିରେ ଯୁବକ ସଂଘ ଓ ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଗଲା ଦାଣ୍ଡିଆ ଓ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ। ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ।