Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭଞ୍ଜନଗର: ଜଗନ୍ନାଥପ୍ରସାଦ ବ୍ଳକ ଗାୟଗଣ୍ଡା ଗ୍ରାମ ପଞ୍ଚାୟତ ର ସଭାଗୃହ ଠାରେ ପ୍ରଧାନମନ୍ତ୍ରୀଙ୍କ ବିଶ୍ଵକର୍ମା ଯୋଜନାର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Bhanjanagar, Ganjam | Jan 11, 2026
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଗାୟଗଣ୍ଡା ଗ୍ରାମ ପଞ୍ଚାୟତ ର ସଭାଗୃହ ଠାରେ ପ୍ରଧାନମନ୍ତ୍ରୀଙ୍କ ବିଶ୍ଵକର୍ମା ଯୋଜନାର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବାର ଖବର ମିଳିଛି । ଏହି ପ୍ରଶିକ୍ଷଣ ଶିବିରକୁ ଜଗନ୍ନାଥପ୍ରସାଦ ବ୍ଳକ ଉପାଧ୍ୟକ୍ଷ ନିଳାଞ୍ଚଳ ଖିଲାର ଯୋଗ ଦେଇ ଉଦଘାଟନ କରିଥିବା ବେଳେ ବହୁ ବିଶ୍ଵକର୍ମା ପରିବାର ର ସଦସ୍ଯ ମାନେ ଯୋଗ ଦେଇଥିଲେ ।

MORE NEWS