ଦେବଗଡ: ଆସନ୍ତା 8 ତାରିଖରେ ଦେବଗଡ଼ ବନ୍ଦ, କଂଗ୍ରେସର ଡାକରା
ଆସନ୍ତା 8 ତାରିଖରେ ଦେବଗଡ଼ ବନ୍ଦ ପାଳନ ପାଇଁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଡାକରା ଦେଇଛନ୍ତି। ପାଠ୍ୟପୁସ୍ତକରେ ଭୁଲ ମୁଦ୍ରଣ ଓ ମନ୍ତ୍ରୀଙ୍କ ଇସ୍ତଫା ସମେତ ବିଭିନ୍ନ ପ୍ରସଙ୍ଗରେ ଏହି ପ୍ରତିବାଦ କରାଯିବ। ବନ୍ଦ ବେଳେ ଅତ୍ୟାବଶ୍ୟକ ସେବା ବାଦ୍ ଅନ୍ୟ ସମସ୍ତ ସେବା ବନ୍ଦ ରହିବ।