ଶୀତଳ ଷଷ୍ଠୀ ପାଇଁ ବିଶେଷ ସୂଚନା.....
ଟ୍ରାଫିକ୍ ଓ ପାକିଂ ସୂଚନା ସୁରକ୍ଷିତ, ସୁଗମ ଓ ବିନା ବିଘ୍ନରେ ଦର୍ଶନ ପାଇଁ
ମାଗଣା ସଟଲ୍ ବସ୍ ସେବା
ରୁଟ୍-1
ଅଇଁଠାପାଲି ପ୍ରାଇଭେଟ୍ ବସ୍ ଷ୍ଟାଣ୍ଡରୁ ଜେଲ୍ ଛକ (ଧନକଉଡ଼ା ଓ ଭୁତାପଡ଼ା ଛକ ମାର୍ଗରେ)
ରୁଟ 2
ରିଭର୍ ଇନ୍ ପାକିଂରୁ ନେଲସନ୍ ମାଣ୍ଡେଲା ଛକ (ରିଙ୍ଗ୍ ରୋଡ୍, ମଣ୍ଡଳିଆ, ସମଲେଶ୍ବରୀ ଓ ବାଳିବନ୍ଧା ଛକ ମାର୍ଗରେ)
ରୁଟ୍ -3
ଧନୁପାଲି ଛକ ରୁ ଭୁତାପଡ଼ା ଛକ (ଜେଲ୍ ଛକ ମାର୍ଗରେ)
ପାର୍କିଂ ସ୍ଥାନ
🚍ଜେଲ୍ ଛକ ନିକଟରେ ପାକିଂ ନିଷିଦ୍ଧ🚍
କେବଳ ନିର୍ଦ୍ଦିଷ୍ଟ ପାକିଂ ସ୍ଥାନରେ ଗାଡ଼ି ରଖନ୍ତୁ ଓ ପୋଲିସ୍ ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ I
ଆସୁଥୁବା ଦିଗ ଓ ପାର୍କି ସ୍ଥାନ
1)ଧନୁପାଲି / ଗୋବିନ୍ଦତୋଳା / ଜେଲ୍ ଛକ ତରଫରୁ
ସମ୍ବଲପୁରୀ ଡେରା / 4-c ଗ୍ରାଉଣ୍ଡ
2)ମୋଦିପଡ଼ା ତରଫରୁ
ସାହୁ କଲୋନୀ (4-ଚକିଆ), RO ସାମ୍ନା ପାଢମେଣ୍ଟ (2-ଚକିଆ)
3)ଚର୍ଚ୍ଚ ତରଫରୁ
କାଥଲିକ୍ ଚର୍ଚ୍ଚ ଲକ୍ଷ୍ମୀ ଟକିଜ ପାଖରେ :
4)ଫାର୍ମ ରୋଡ୍ / କ୍ଷେତ୍ରାଜପୁର ର ତରଫରୁ
ଫିସରୀ ଗ୍ରାଉଣ୍ଡ (ପୁରୁଣା ଫିସରୀ ପୋଖରୀ)
5)ଫାର୍ମ ରୋଡ୍ / କ୍ଷେତ୍ରାଜପୁର ର ତରଫରୁ
ଫିସରୀ ଗ୍ରାଉଣ୍ଡ (ପୁରୁଣା ଫିସରୀ ପୋଖରୀ)
6)ଭୁତାପଡ଼ା ତରଫରୁ
ଜିଲ୍ଲା ସ୍କୁଲ୍ ଗ୍ରାଉଣ୍ଡ (2-ଚକିଆ ଓ ଆପାତକାଳୀନ 4-ଚକିଆ)
7)ଅଇଁଠାପାଲି ତରଫରୁ
ବୁଢ଼ାରଜା ହାଇ ସ୍କୁଲ୍ ଗ୍ରାଉଣ୍ଡ, ବାଲାଜି ଗ୍ରୀନ୍ ଇଷ୍ଟେଟ୍ (SRIT)
8)ବୁଢ଼ାରଜା ତରଫରୁ
ପୁରୁଣା ମାଛ ବଜାର, ବୁଢ଼ାରଜା ଦୈନିକ ବଜାର (2-ଚକିଆ ମାତ୍ର)
9)ମାଲିପାଲି / ଚର୍ଜ ତରଫରୁ
GM କଲେଜ୍ ଗ୍ରାଉଣ୍ଡ
10)କ୍ଷେତରାଜପୁର / ବଢବଜାର ତରଫରୁ
ସମଲେଶ୍ବରୀ ମନ୍ଦିର ପାର୍ଶ୍ୱ
ବିଶେଷ ସୂଚନା
୧୮.୬.୨୬ ରୁ ୨୦.୬.୨୬ ପର୍ଯ୍ୟନ୍ତ ପ୍ରସେସନ୍ ସମୟରେ ସମ୍ବଲପୁର ସହରରେ କୌଣସି 4-ଚକିଆ କିମ୍ବା ଭାରୀ ଯାନବାହନ ଚାଲିବାକୁ ଅନୁମତି ନଥାଏ।