Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Uttar_pradesh
Congress
Modi
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Karnataka
Aap

ମୋହନା: ବିଳମ୍ବିତ ରାତିରେ ଅଡବା ଥାନା ଖ୍ରୀଷ୍ଟାପୁର ଗାଁ ନିକଟସ୍ଥ ହରଭଙ୍ଗୀ ଡ୍ୟାମ ରେ ଭାରସାମ୍ୟ ହରାଇ ପଶିଲା କଣ୍ଟେନର

Mohana, Gajapati | Sep 25, 2025
ରାୟଗଡାରୁ କଟକ ଯାଉଥିଲା କଣ୍ଟେନର। ବିଳମ୍ବିତ ରାତିରେ ଡ୍ୟାମରେ ବୁଡିଗଲା। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ଏଭଳି ଘଟଣା ଘଟିଛି ଗଜପତି ଜିଲା ଅଡବା ଥାନା ହରଭଙ୍ଗୀ ଡ୍ୟାମ ଅଡାପଙ୍କା ଗ୍ରାମ ନିକଟରେ l ଗତ କାଲି ବିଳମ୍ବିତ ରାତିରେ ଡ୍ରାଇଭର ସଞ୍ଜୀବ ଯାଦବ କଣ୍ଟେନର ନେଇ ରାୟଗଡାରୁ କଟକ ଯାଉଥିଲା l ମୋହନା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଆଜି ଦିନ ୧୨ ଘଣ୍ଟ ସମୟରେ ଦେଖିବାକୁ ମିଳିଥିଲା।
ମୋହନା: ବିଳମ୍ବିତ ରାତିରେ ଅଡବା ଥାନା ଖ୍ରୀଷ୍ଟାପୁର ଗାଁ ନିକଟସ୍ଥ ହରଭଙ୍ଗୀ ଡ୍ୟାମ ରେ ଭାରସାମ୍ୟ ହରାଇ ପଶିଲା କଣ୍ଟେନର - Mohana News