କେନ୍ଦ୍ରାପଡା: ନହୁଣି ଗ୍ରାମରେ ଶିଶୁ କନ୍ୟାର ଜନ୍ମଦିନରେ ସାମିଲ ହେଲେ ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା
କନିକା ବ୍ଲକ୍ ନହୁଣି ଗ୍ରାମର ପ୍ରଦୀପ ସାହୁଙ୍କ ଝିଅର ଜନ୍ମଦିନରେ ଯୋଗ ଦେଲେ ଆଳିର ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା। ସେ ଶିଶୁଟିକୁ ଆଶୀର୍ବାଦ ଦେବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଶୁଭ ମନାସିଛନ୍ତି।