ଜଗତସିଂହପୁର ସହରରେ ଗୁଟକା, ଜର୍ଦ୍ଦାରେ ବ୍ୟାପକ କଳାବଜାରୀ । ଜରି ବ୍ୟବହାରକୁ ବନ୍ଦ କରିବାକୁ ପୌରପରିଷଦ ତରଫରୁ ଦୋକାନୀଙ୍କ ଉପରେ ଚଢ଼ାଉ ହେଉଥିବା ସମୟରେ ଗୁଟକା,ଜର୍ଦ୍ଦା କଳାବଜାରରେ ସଂଶ୍ଳିଷ୍ଟ କିଛି ନିର୍ଦ୍ଦିଷ୍ଟ ଅସାଧୁ ବ୍ୟବସାୟୀଙ୍କ ଉପରେ ଚଢ଼ାଉ କଣ ପାଇଁ ହେଉ ନାହିଁ । କେତେଜଣ ନିର୍ଦ୍ଦିଷ୍ଟ କଳାବଜାରୀ ବ୍ୟବସାୟୀଙ୍କ ଉପରେ ଚଢ଼ାଉ ପାଇଁ ସାଧାରଣରେ ଦାବି ।
#dmjagatsinghpur #apnodia #jagatsinghpur
SP Jagatsinghpur Jagatsinghpur Municipality Amarendra Das