Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ବାଲିମେଳା କଲେଜର ଶିକ୍ଷାବିତ୍ ତଥା ଗବେଷକ ଡ. କିଶୋର କୁମାର ଦାଶ ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟିରୁ ଅନ୍ତର୍ଜାତୀୟ ସମ୍ପର୍କ, ସୁରକ୍ଷା ଓ ରଣନୀତି (MA-IRSS) ବିଷୟରେ 'O' (Outstanding) ଗ୍ରେଡ୍ ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ​ ​#Malkangiri #Odisha #ProudMoment #HigherEducation #JGU #Achievements #DailyMalkangiri

Malkangiri, Malkangiri | Jul 26, 2026

MORE NEWS

ମାଲକାନଗିରିରେ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା।
ଜିଲ୍ଲା ପର୍ଯ୍ୟବେକ୍ଷକ ଏମଡି ସଦିକ ଆଲାମ ବିଭିନ୍ନ ସରକାରୀ ଯୋଜନା, ସ୍କୁଲ,ଅଙ୍ଗନବାଡ଼ି, ପିଡିଏସ ଓ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ଲୋକଙ୍କ ପାଖରେ ସରକାରୀ ସୁବିଧା ସଠିକ୍ ଭାବେ ପହଞ୍ଚିବା ଉପରେ ଗୁରୁତ୍ୱ।
#DailyMalkangiri #Malkangiri #Odisha #GovernmentSchemes #Development #NewsUpdate

ମାଲକାନଗିରିରେ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା। ଜିଲ୍ଲା ପର୍ଯ୍ୟବେକ୍ଷକ ଏମଡି ସଦିକ ଆଲାମ ବିଭିନ୍ନ ସରକାରୀ ଯୋଜନା, ସ୍କୁଲ,ଅଙ୍ଗନବାଡ଼ି, ପିଡିଏସ ଓ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ଲୋକଙ୍କ ପାଖରେ ସରକାରୀ ସୁବିଧା ସଠିକ୍ ଭାବେ ପହଞ୍ଚିବା ଉପରେ ଗୁରୁତ୍ୱ। #DailyMalkangiri #Malkangiri #Odisha #GovernmentSchemes #Development #NewsUpdate

Malkangiri, Malkangiri | Aug 1, 2026

Daily Malkangiri ପ୍ରଭାବ ।

#କାଲି_ଖବର, #ଆଜି_କାର୍ଯ୍ୟାନୁଷ୍ଠାନ।
ରାସ୍ତାରେ ବୁଲୁଥିବା ଗାଈ-ଗୋରୁ ସମସ୍ୟାକୁ ଗୁରୁତ୍ୱର ସହ ନେଇ ପୌରପାଳିକା ପକ୍ଷରୁ ଅଭିଯାନ ଆରମ୍ଭ। ସହରର ବିଭିନ୍ନ ସ୍ଥାନରୁ ଗାଈ-ଗୋରୁ ଉଠାଇ କାଞ୍ଚିଆହୁଦା ନିଆଯାଉଛି।

#MalkangiriNews #Municipality #Odisha

Daily Malkangiri ପ୍ରଭାବ । #କାଲି_ଖବର, #ଆଜି_କାର୍ଯ୍ୟାନୁଷ୍ଠାନ। ରାସ୍ତାରେ ବୁଲୁଥିବା ଗାଈ-ଗୋରୁ ସମସ୍ୟାକୁ ଗୁରୁତ୍ୱର ସହ ନେଇ ପୌରପାଳିକା ପକ୍ଷରୁ ଅଭିଯାନ ଆରମ୍ଭ। ସହରର ବିଭିନ୍ନ ସ୍ଥାନରୁ ଗାଈ-ଗୋରୁ ଉଠାଇ କାଞ୍ଚିଆହୁଦା ନିଆଯାଉଛି। #MalkangiriNews #Municipality #Odisha

Malkangiri, Malkangiri | Jul 31, 2026

#Daily_Malkangiri ପ୍ରଭାବ!

#କାଲି_ଖବର, #ଆଜି_କାର୍ଯ୍ୟାନୁଷ୍ଠାନ।
ରାସ୍ତାରେ ବୁଲୁଥିବା ଗାଈ-ଗୋରୁ ସମସ୍ୟାକୁ ଗୁରୁତ୍ୱର ସହ ନେଇ ପୌରପାଳିକା ପକ୍ଷରୁ ଅଭିଯାନ ଆରମ୍ଭ। ସହରର ବିଭିନ୍ନ ସ୍ଥାନରୁ ଗାଈ-ଗୋରୁ ଉଠାଇ କାଞ୍ଜିଆହୁଦା ନିଆଯାଉଛି।

#MalkangiriNews

#Daily_Malkangiri ପ୍ରଭାବ! #କାଲି_ଖବର, #ଆଜି_କାର୍ଯ୍ୟାନୁଷ୍ଠାନ। ରାସ୍ତାରେ ବୁଲୁଥିବା ଗାଈ-ଗୋରୁ ସମସ୍ୟାକୁ ଗୁରୁତ୍ୱର ସହ ନେଇ ପୌରପାଳିକା ପକ୍ଷରୁ ଅଭିଯାନ ଆରମ୍ଭ। ସହରର ବିଭିନ୍ନ ସ୍ଥାନରୁ ଗାଈ-ଗୋରୁ ଉଠାଇ କାଞ୍ଜିଆହୁଦା ନିଆଯାଉଛି। #MalkangiriNews

Malkangiri, Malkangiri | Jul 31, 2026