#ବ୍ୟାଙ୍କ_ଧର୍ମଘଟ_ସ୍ଥଗିତ!
ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ହେବାକୁ ଥିବା ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ କରାଯାଇଛି। ରବିବାର ରାତିରେ Indian Banks’ Association (IBA) ଓ United Forum of Bank Unions (UFBU) ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି।
୨୮–୩୦ ସେପ୍ଟେମ୍ବରର ପ୍ରସ୍ତାବିତ ଧର୍ମଘଟ ଏବେ ହେବ ନାହିଁ।
୫ ଦିନିଆ ବ୍ୟାଙ୍କିଂ ସପ୍ତାହ ଦାବି ଉପରେ ଆଲୋଚନା ପାଇଁ IBA ଓ UFBUର ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ।
PLI ସ୍କିମ୍ ଏବଂ ଅନ୍ୟ ବକେୟା ଦାବି ଉପରେ ମଧ୍ୟ ଆଲୋଚନା ହେବ
ତେଣୁ ଆଜି, ସେପ୍ଟେମ୍ବର ୨୮ରେ ବ୍ୟାଙ୍କ ଶାଖାଗୁଡ଼ିକ ସାଧାରଣ ଭାବେ ଚାଲିବାର କଥା।
#Banka #Bharat_News_odia