Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଖୋଲିଲା ହୀରାକୁଦର ୪ ଗେଟ୍, ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ସମ୍ବଲପୁର: ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପୂଜାର୍ଚନା ପରେ ହୀରାକୁଦ ବନ୍ଧର ଗେଟ ଖୋଲାଯାଇଥିଲା। ପ୍ରଥମେ ୭ ନମ୍ବର ଗେଟ ଖୋଲାଯାଇଥିଲା, ପରେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ ଖୋଲାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ୫ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ମୁଖ୍ୟ କାରଣ • ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପ୍ରଚୁର ବନ୍ୟାଜଳ ପ୍ରବେଶ କରିଥିଲା। • ବନ୍ଧର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଜଳସ୍ତର ୬୧୬ ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। • ପାଣିପାଗ ବିଭାଗ ୨୫ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା ସମ୍ଭାବନା ରହିଥିବାରୁ ଜଳସ୍ତର ନିୟନ୍ତ୍ରଣ ପାଇଁ ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା।

Bhubaneswar, Khordha | Jul 10, 2026

MORE NEWS

No related stories for this location.