ପୁଣି ଝୁଲିଲା କୋରାପୁଟ ବାଇପାସ୍!
ଦୀର୍ଘ ବର୍ଷ ଧରି ଅପେକ୍ଷାରେ ଥିବା କୋରାପୁଟ ବାଇପାସ୍ ରାସ୍ତା ନିର୍ମାଣ ପ୍ରକଳ୍ପ ପୁଣିଥରେ ଅନିଶ୍ଚିତତାରେ। ଦିଶା ବୈଠକରେ ପୁଣି ନୂଆ DPR ପ୍ରସ୍ତୁତି ଏବଂ ରିଙ୍ଗ ରୋଡ଼ ପ୍ରସ୍ତାବ ନେଇ ଆଲୋଚନା କୋରାପୁଟ ବାଇପାସ୍ ବାରମ୍ବାର କାହିଁକି ଅଟକୁଛି?
👉 କଂଗ୍ରେସ ଶାସନ ସମୟର ଅବହେଳା?
👉 ବିଜେଡ଼ି ସରକାରଙ୍କ ଇଚ୍ଛାଶକ୍ତିର ଅଭାବ?
👉 ନା ବର୍ତ୍ତମାନର ବିଜେପି ନେତାମାନଙ୍କ ବିଫଳତା?
ବିକାଶ ନାମରେ ବର୍ଷ ବର୍ଷ ଧରି କେବଳ ପ୍ରତିଶ୍ରୁତି ମିଳୁଛି, କିନ୍ତୁ ରାସ୍ତା କେବେ ହେବ?
କୋରାପୁଟବାସୀ ଉତ୍ତର ଚାହୁଁଛନ୍ତି।
ଆପଣଙ୍କ ମତରେ ଏହି ବିଳମ୍ବ ପାଇଁ କିଏ ଦାୟୀ?