ପ୍ରକାଶ ପାସୱାନ, ଯେ କି ବହୁଚର୍ଚ୍ଚିତ ରାଉରକେଲା ସର୍କିଟ ହାଉସଠାରେ ବନ୍ଧୁକ ଆଉ ଗୁଳି ଧରା ପଡିବା ପଛ ରେ ମାଷ୍ଟର୍ ମାଇଣ୍ଡ, ନିଜ ବୟାନ ରେ କହିଲେ ସେ ସର୍କିଟ ହାଉସ ରେ ଧରାପଡ଼ି ଥିବା ଅଭିଯୁକ୍ତ ଙ୍କୁ ଚିହ୍ନି ନାହାନ୍ତି। କିନ୍ତୁ ୨୦୨୬ ର ମାର୍ଚ୍ଚ ମାସ ର ଗୋଟେ ଫଟୋ ସାମ୍ନା କୁ ଆସିଛି ଯୋଉଠି ପ୍ରଥମ ଅଭିଯୁକ୍ତ ବିକାଶ ଡୁଙ୍ଗୁରି ନିଜର ପଲିଟିକାଲ ରକ୍ଷକ ପାଖରେ କୁଣ୍ଢେଇକି ଠିଆ ହେଇଛି।
ସତ କହିବା କୁ ଗଲେ ରାଉରକେଲା ରେ ଘଟୁ ଥିବା ପ୍ରାୟ ଅପରାଧିକ ମାମଲା, ଯେମିତି ବାଲି ଚୋରି, ଗୋ ଚାଲାଣ, ବନ୍ଧୁକ ଆଉ ଗୁଳି ସପ୍ଲାଏ ପରି ଅନେକ ବେଆଇନ୍ କାର୍ଯ୍ୟ ରେ ପ୍ରକାଶ ପାସୱାନ ର ହାତ ରହି ଆସିଛି। #prakashpaswan #circuithouse #ରାଉରକେଲା