Public App Logo
Jansamasya
News
Bjp
National
Police
Bihar
India
जनसमस्या
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh

ସୁନ୍ଦର ପଦକ୍ଷେପ Dr. Mukesh Mahaling 🙏 #amarkuchinda #Odisha #NewsUpdate

Kochinda, Sambalpur | May 30, 2026

MORE NEWS

ଲାଇଫ କେୟାର ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ପକ୍ଷରୁ ମାଗଣା ଚିିିକିତ୍ସା ଶିବିର #healthtips #healthcare #Odisha #newsfeed #amarkuchinda #BreakingNews #kuchinda #viralpost #NewsUpdate

ଲାଇଫ କେୟାର ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ପକ୍ଷରୁ ମାଗଣା ଚିିିକିତ୍ସା ଶିବିର #healthtips #healthcare #Odisha #newsfeed #amarkuchinda #BreakingNews #kuchinda #viralpost #NewsUpdate

Kochinda, Sambalpur | Jun 9, 2026

#kuchindatvlive #OdishaNews #BreakingNews #public #kuchindanews #environment #BREAKING #sambalpur #କୁଚିଣ୍ଡା

#kuchindatvlive #OdishaNews #BreakingNews #public #kuchindanews #environment #BREAKING #sambalpur #କୁଚିଣ୍ଡା

Kochinda, Sambalpur | Jun 9, 2026

କୁଚିଣ୍ଡା ସବ୍‌ଡିଭିଜନ୍ ଅନ୍ତର୍ଗତ କେଶାଇବାହାଳ ଓ ଜମନକିରା ଠାରେ SIR ସମ୍ପର୍କିତ ଏକ ସଚେତନତା ସଭା ଓ ରାଲି ଆୟୋଜନ କରାଯାଇଥିଲା । କୁଚିଣ୍ଡା ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ସରଓ୍ବନନ୍ ସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ AERO ତଥା ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପୁଷ୍ପକ ପ୍ରଧାନ, ବିଶାଲ ପଟେଲ , ରବୀନ୍ଦ୍ର ସେଠୀ, ପ୍ରଦୀପ ବିଲୁଙ୍ଗ , ସହକାରୀ ଜିଲ୍ଲାପାଳ ରମେଶ ସାହୁ , ଇଲେକସନ୍ ଆସିଷ୍ଟାଣ୍ଟ୍ ୱିଲିୟମ ବାଘ, ସମସ୍ତ ସୁପରଭାଇଜର ; BLO ଏବଂ ଉଭୟ କଲେଜ୍‌ର ଶତାଧିକ ଛାତ୍ରଛାତ୍ରୀ ମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ।
​ସଭାରେ SIR ର ଉଦ୍ଦେଶ୍ୟ, ମତଦାତା ତାଲିକାର ସଠିକତା ଏବଂ ନାଗରିକ ମାନଙ୍କର ସହଯୋଗ ସମ୍ପର୍କରେ ଗୁରୁତ୍ଵାରୋପ କରାଯାଇଥିଲା ।  #amarkuchinda #SIR #Odisha #BreakingNews #kuchinda #newsfeed

କୁଚିଣ୍ଡା ସବ୍‌ଡିଭିଜନ୍ ଅନ୍ତର୍ଗତ କେଶାଇବାହାଳ ଓ ଜମନକିରା ଠାରେ SIR ସମ୍ପର୍କିତ ଏକ ସଚେତନତା ସଭା ଓ ରାଲି ଆୟୋଜନ କରାଯାଇଥିଲା । କୁଚିଣ୍ଡା ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ସରଓ୍ବନନ୍ ସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ AERO ତଥା ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପୁଷ୍ପକ ପ୍ରଧାନ, ବିଶାଲ ପଟେଲ , ରବୀନ୍ଦ୍ର ସେଠୀ, ପ୍ରଦୀପ ବିଲୁଙ୍ଗ , ସହକାରୀ ଜିଲ୍ଲାପାଳ ରମେଶ ସାହୁ , ଇଲେକସନ୍ ଆସିଷ୍ଟାଣ୍ଟ୍ ୱିଲିୟମ ବାଘ, ସମସ୍ତ ସୁପରଭାଇଜର ; BLO ଏବଂ ଉଭୟ କଲେଜ୍‌ର ଶତାଧିକ ଛାତ୍ରଛାତ୍ରୀ ମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ । ​ସଭାରେ SIR ର ଉଦ୍ଦେଶ୍ୟ, ମତଦାତା ତାଲିକାର ସଠିକତା ଏବଂ ନାଗରିକ ମାନଙ୍କର ସହଯୋଗ ସମ୍ପର୍କରେ ଗୁରୁତ୍ଵାରୋପ କରାଯାଇଥିଲା । #amarkuchinda #SIR #Odisha #BreakingNews #kuchinda #newsfeed

Kochinda, Sambalpur | Jun 9, 2026