କୁଚିଣ୍ଡା ସବ୍ଡିଭିଜନ୍ ଅନ୍ତର୍ଗତ କେଶାଇବାହାଳ ଓ ଜମନକିରା ଠାରେ SIR ସମ୍ପର୍କିତ ଏକ ସଚେତନତା ସଭା ଓ ରାଲି ଆୟୋଜନ କରାଯାଇଥିଲା । କୁଚିଣ୍ଡା ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ସରଓ୍ବନନ୍ ସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ AERO ତଥା ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପୁଷ୍ପକ ପ୍ରଧାନ, ବିଶାଲ ପଟେଲ , ରବୀନ୍ଦ୍ର ସେଠୀ, ପ୍ରଦୀପ ବିଲୁଙ୍ଗ , ସହକାରୀ ଜିଲ୍ଲାପାଳ ରମେଶ ସାହୁ , ଇଲେକସନ୍ ଆସିଷ୍ଟାଣ୍ଟ୍ ୱିଲିୟମ ବାଘ, ସମସ୍ତ ସୁପରଭାଇଜର ; BLO ଏବଂ ଉଭୟ କଲେଜ୍ର ଶତାଧିକ ଛାତ୍ରଛାତ୍ରୀ ମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ।
ସଭାରେ SIR ର ଉଦ୍ଦେଶ୍ୟ, ମତଦାତା ତାଲିକାର ସଠିକତା ଏବଂ ନାଗରିକ ମାନଙ୍କର ସହଯୋଗ ସମ୍ପର୍କରେ ଗୁରୁତ୍ଵାରୋପ କରାଯାଇଥିଲା । #amarkuchinda #SIR #Odisha #BreakingNews #kuchinda #newsfeed