ନିଖୋଜ...ଆୟୁଷ ଅଂଶୁମାନ ବାପା - ଗୋଲେଖ ଗୋଛାୟତ, ମାଆ- ନୟନା ଗୋଛାୟତ, ଘର - ଇଣ୍ଡିଆନ ବ୍ୟାଙ୍କ କଲୋନୀ, ପାରାଦୀପ, ଗତକାଲି ପାଞ୍ଚଟା ସମୟରୁ ଟ୍ୟୁସନକୁ ଯାଇ ଘରକୁ ଫେରିନାହିଁ, ଗତକାଲି ଠାରୁ ବାପା, ମାଆ, ବନ୍ଧୁବାନ୍ଧବ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଲେ ମଧ୍ୟ ପିଲାଟିକୁ ପାଉନାହାନ୍ତି । ପିଲାଟି ଯିବା ସମୟରେ ବ୍ଲୁ ରଙ୍ଗର ଗଞ୍ଜି ପିନ୍ଧିଥିବା ପରିବାର ସୂତ୍ରରୁ ଖବର ମିଳିଥିବା ବେଳେ ଯଦି କେହି ସହୃଦୟ ବ୍ୟକ୍ତି ଏହି ପିଲାଟିକୁ ଦେଖନ୍ତି ତେବେ - 9937882280,7978207960 ଏହି ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ, ସମସ୍ତ ଓଡିଶା ବାସୀ
ଙ୍କୁ ଅନୁରୋଧ ଏହି ଵାର୍ତାକୁ ଏତେମାତ୍ରାରେ ସେୟାର କରନ୍ତୁ,ମା କୋଳକୁ ତାର ପୁଅ କୁ ଫେରାଇବାରେ ସହଯୋଗ କରନ୍ତୁ......
#apnodia #followers #jagatsinghpur #MissingChild #missing #humanity
@topfans