⚠️ ଓଡ଼ିଶାରେ ଏ କେମିତି ନ୍ୟାୟ?
ପିଲାଚୋର ସନ୍ଦେହରେ ଜଣେ ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ଆକ୍ରମଣ! ଚାରିପାଖରେ ଲୋକଙ୍କ ଭିଡ଼, ହାତରେ ମୋବାଇଲ୍, କିନ୍ତୁ ଆଗକୁ ଆସି ରୋକିବାକୁ କେହି ନାହିଁ!
ଯଦି ଅଭିଯୋଗ ଥିଲା, ପୋଲିସକୁ ଦେଇପାରୁଥିଲେ। କିନ୍ତୁ ଆଇନକୁ ହାତକୁ ନେଇ ଜଣେ ମହିଳାଙ୍କ ସମ୍ମାନକୁ ଏଭଳି ଦଳିଦେବା କେଉଁ ସମାଜର ପରିଚୟ?
ରାୟଗଡ଼ାର ଏହି ଘଟଣା କେବଳ ଜଣେ ଯୁବତୀଙ୍କ ଉପରେ ଆକ୍ରମଣ ନୁହେଁ, ଏହା ମାନବିକତା ଉପରେ ଆକ୍ରମଣ।
😡 ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର କି?
ମତାମତ ଦିଅନ୍ତୁ ଓ ଏହି ପୋଷ୍ଟକୁ ଅଧିକରୁ ଅଧିକ Share କରନ୍ତୁ।
#Rayଆagada #BreakingNews #Odisha #JusticeForWomen #HumanityFirst #RCNODIA #OdishaNews #ViralNews