ରାଉରକେଲା * ଆଜି ରାଉରକେଲା ଅବକାରୀ ବିଭାଗ ସୁନ୍ଦରଗଡ Collector Dr. ଶୁଭଙ୍କର ମହାପାତ୍ର ଓ ରାଉରକେଲା ଅବକାରୀ ବିଭାଗ ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡ଼ ଙ୍କ ନିର୍ଦେଶ କ୍ରମେ ରଘୁନାଥପାଲୀ ଥାନା ଅନ୍ତର୍ଗତ STI ଛକ ଅଞ୍ଚଳରେ ଚଢ଼ାଉ କରି ଗୋଟିଏ NDPS ( Ganja) କେସ ରୁଜୁ କରା ଯାଇଛି | 2 kg Ganja ଜବତ କରା ଯିବା ସହିତ ଜଣେ ଆସାମୀ ଆଲୋକ ନାଥ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉ ରେ Excise Inspector ହେମନ୍ତ ମହାନନ୍ଦିଆ, SI ରୋହିତ କୁମାର ଦନସେନା, ASI ପ୍ରତିମା ସା ଓ ବିଭାଗୀୟ ଷ୍ଟାଫ ସାମିଲ ଥିଲେ l