Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଗଭୀର ଶୋକ ସହିତ ଜଣାଯାଉଛି ଯେ, ବାମରା ଷ୍ଟେସନ ବସ୍ତିର ସୁପରିଚିତ ଓ ସମସ୍ତଙ୍କ ପ୍ରିୟ ବ୍ୟକ୍ତି ପୂର୍ବତନ ସରପଂଚ ଶ୍ରୀ ଭବାନୀ ଶଙ୍କର ନାଏକ (କାମ ବାବୁ) ଆଜି ରାତ୍ରି ପ୍ରାୟ ୮ଟା ସମୟରେ ପରଲୋକ ଗମନ କରିଛନ୍ତି। ତାଙ୍କ ବିୟୋଗରେ ବାମରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ନାଏକଙ୍କ ସରଳ, ମିଷ୍ଟଭାଷୀ ଓ ମିଳନସାର ବ୍ୟକ୍ତିତ୍ୱ ସଦା ସର୍ବଦା ସମସ୍ତଙ୍କ ସ୍ମୃତିରେ ଅମ୍ଳାନ ରହିବ। ଭଗବାନ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରାର୍ଥନା, ତାଙ୍କ ଅମର ଆତ୍ମାର ସଦଗତି ହେଉ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପାର ଦୁଃଖ ସହିବା ପାଇଁ ଶକ୍ତି ଓ ସାହସ ପ୍ରଦାନ କରନ୍ତୁ। ଓଁ ଶାନ୍ତି। 🙏🏻🕉️

Govindpur, Sambalpur | Jun 11, 2026
ଗଭୀର ଶୋକ ସହିତ ଜଣାଯାଉଛି ଯେ, ବାମରା ଷ୍ଟେସନ ବସ୍ତିର ସୁପରିଚିତ ଓ ସମସ୍ତଙ୍କ ପ୍ରିୟ ବ୍ୟକ୍ତି ପୂର୍ବତନ ସରପଂଚ ଶ୍ରୀ ଭବାନୀ ଶଙ୍କର ନାଏକ (କାମ ବାବୁ) ଆଜି ରାତ୍ରି ପ୍ରାୟ ୮ଟା ସମୟରେ ପରଲୋକ ଗମନ କରିଛନ୍ତି। ତାଙ୍କ ବିୟୋଗରେ ବାମରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ନାଏକଙ୍କ ସରଳ, ମିଷ୍ଟଭାଷୀ ଓ ମିଳନସାର ବ୍ୟକ୍ତିତ୍ୱ ସଦା ସର୍ବଦା ସମସ୍ତଙ୍କ ସ୍ମୃତିରେ ଅମ୍ଳାନ ରହିବ। ଭଗବାନ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରାର୍ଥନା, ତାଙ୍କ ଅମର ଆତ୍ମାର ସଦଗତି ହେଉ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପାର ଦୁଃଖ ସହିବା ପାଇଁ ଶକ୍ତି ଓ ସାହସ ପ୍ରଦାନ କରନ୍ତୁ। ଓଁ ଶାନ୍ତି। 🙏🏻🕉️ - Govindpur News