#Big_breaking_News
#Nabarangpur_jharigaon
ବିଷାକ୍ତ ସାପ କାମୁଡ଼ାରେ ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଦୁଇଟି ସ୍ଥାନର ଘଟଣା, ମୃତ୍ୟୁର କାରଣ ସାପ କାମୁଡା,
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ୍ ଅନ୍ତର୍ଗତ ଦୁଇଟି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସୂଚନାଯୋଗ୍ୟ ଯେ ଜବଗୁଡା ଗ୍ରାମର ଯୁବକ ଶାକରା ଶାନ୍ତା (୩୮) ଚାଷ ଜମିରେ କାମ କରୁଥିବା ବେଳେ ସାପ କାମୁଡାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ଅନ୍ୟ ଯୁବକ ଜଣକ ମଙ୍ଗଳୀଗୁଡା ଗ୍ରାମ ର ଚୈତନ୍ୟ ଗୌଡ଼ (୨୮) ନିଜ ବାସଭବନ ରେ ସୋଇଥିବା ବେଳେ ସାପ କାମୁଡାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ଉଭୟ ଘଟଣାରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।