ପୁରୀ ବଡ଼ଦାଣ୍ଡ ରେ ଉଠା ଦୋକାନୀ ଙ୍କ ଠାରୁ ଖଜା କିଣୁଥିଲେ ହେଇ ଯାନ୍ତୁ ସାବଧାନ, ଖଜା ନାଁ ରେ ବିକ୍ରି ହେଉଛି ବିଷ, ଯାତ୍ରୀଙ୍କ ଭାବନା ସହ ସାଂଘାତିକ ଖେଳ ଖେଳୁଛନ୍ତି ଅସାଧୁ ବ୍ୟବସାୟୀ, ପୋଲିସର ଚଢ଼ାଉ ପରେ ସାମ୍ନାକୁ ଆସିଲା ଅସଲ ଦୃଶ୍ୟ 👈 #highlight #Odisha #viral #odia #puri #Bharat_News_odia #OdishaNews @highlight
@topfans
Puri Bada Danda