ଯୋରନ୍ଦା ରେ ମୋହନ ସରକାରଙ୍କ ନିୟମକୁ ବେଖାତିର କଲେ କି ମହିମା ମହାବିଦ୍ୟାଳୟର ଅଧ୍ୟକ୍ଷ? KGରୁ PG କେବଳ ଘୋଷଣାରେ ସୀମିତ?ମୋହନ ସରକାରଙ୍କ ନିୟମକୁ ବେଖାତିର କଲେ କି ମହିମା
#newsodiaodisha#public#joranda#facebookreelsviralviralシfypシ゚2026#dhenkanal ମହାବିଦ୍ୟାଳୟର ଅଧ୍ୟକ୍ଷ? KGରୁ PG କେବଳ ଘୋଷଣାରେ ସୀମିତ?
ଗଁଦିଆ ତା. ୯/୭/୨୦୨୬: ଗଁଦିଆ ବ୍ଲକ ସ୍ଥିତ ମହିମା ମହାବିଦ୍ୟାଳୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରଶ୍ନ ଉଠୁଛି। ରାଜ୍ୟ ସରକାରଙ୍କ "KGରୁ PG" ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ଘୋଷଣାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି।
କେତେକ ମହଲର ଅଭିଯୋଗ ହେଉଛି, ମହାବିଦ୍ୟାଳୟରେ ସରକାରୀ ନିର୍ଦ୍ଦେଶ ଓ ନିୟମାବଳୀର ସଠିକ୍ ପାଳନ ହେଉନାହିଁ। ଫଳରେ "KGରୁ PG" ଯୋଜନା କେବଳ ଘୋଷଣାରେ ସୀମିତ ରହିଛି କି ନାହିଁ ବୋଲି ପ୍ରଶ୍ନ ଉଠିଛି।
ଏହି ଅଭିଯୋଗ ସମ୍ପର୍କରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମତାମତ ମିଳିପାରିନାହିଁ।ଆଜି ଯୁକ୍ତ ୨ ବିଦ୍ୟାର୍ଥୀ 5277 କଳା ବିଭାଗ ଓ 5500 ବିଜ୍ଞାନ ବିଭାଗରେ ଫି ଆଦାୟ କରାଯାଉଛି।
ମହିମା_ମହାବିଦ୍ୟାଳୟ ଭୁବନ KGରୁPG ମୋହନସରକାର ଉଚ୍ଚଶିକ୍ଷା OdishaNews Dhenkanal Bhuban Education NewsUpdate