Public App Logo
Profile Picture

Niranjan Gahan

@niranjan.gaan
38181Followers
638Following
ପାରାଦୀପ: ପାରାଦୀପ ବିଧାୟକ ଓ ବିଧାୟିକା ପାର୍ଥିନୀଙ୍କୁ କମ୍ୟୁନିଷ୍ଟ ପାର୍ଟିର ବିଧାୟିକା ପାର୍ଥିନୀ ଙ୍କ ଖୋଲା ଚ୍ୟାଲେଞ୍ଜ।
ପାରାଦୀପ: ଗତକାଲି ଗଣ୍ଡିକପୁରରୁ କରାଯାଇଥିବା ନକଲି ମଦ ପ୍ରସ୍ତୁତକାରୀକୁ କୋର୍ଟ ଚାଲାଣ କଲା ପାରାଦୀପ ଅବକାରୀବିଭାଗ।
ପାରାଦୀପ: ପାରାଦ୍ଵୀପ ଜିରୋ ପଏଣ୍ଟରେ ଅଚାନକ ୩୩ କେଭି ବିଦ୍ୟୁତ ଖୁଣ୍ଟ ମୂଳରେ ଲାଗିଲା ନିଆଁ, ଆୟତ୍ତ କଲା ଅଗ୍ନିଶମ ବାହିନୀ
ପାରାଦୀପ: ଗଣ୍ଡିକିପୁର ଗ୍ରାମରୁ ବିପୁଳ ପରିମାଣର ନକଲି ମଦ ସହ ଷ୍ଟିକର ଓ ଠିପି ଜବତ,  ଜଣେ ବେପାରୀ ଗିରଫ
ପାରାଦୀପ: ପାରାଦୀପ ଗଡଗ୍ରାମରେ ଜାଲିଆତି ଜମିପଟ୍ଟା ଦେଖାଇ ବ୍ୟାଙ୍କରୁ ଲୋନ ଆଣିବା ହେଲା କାଳ।ଧୁଧୁ ଖରାବେଳେ ଘରୁବାହାର କରିଦେଲେ ବ୍ୟାଙ୍କ କର୍ମଚାରୀ।
ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଦୁର୍ଘଟଣା, ଶ୍ରମିକଙ୍କ ମୃତ୍ୟୁ
ପାରାଦୀପ: ବିଦୁଲତାମଣ୍ଡପରେ ପାରାଦୀପ ବିଧାୟକଙ୍କ ଅପାରଗତାକୁ ସମାଲୋଚନା କରି ଜିଲ୍ଲା ବିଜେଡି ସମ୍ପାଦକ ଦିଲ୍ଲିପ ମହାପାତ୍ରଙ୍କ ପ୍ରତିକ୍ରିୟା।
ପାରାଦୀପ: ରାତି ୮ଟାରେ ପାରାଦୀପ ବିଧାୟକଙ୍କୁ ଜିରୋପଏଣ୍ଟ କାର୍ଯ୍ୟାଳୟରେ ଟାର୍ଗେଟ କଲେ ପାରାଦୀପ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ବାଇଁ।
ପାରାଦୀପ: ପାରାଦୀପ  ନିର୍ବାଚନ ମଣ୍ଡଳୀ ମୂଷାଡିଆରେ ଶତାଧିକ ଲୋକ ବିଜେପିରେ ସାମିଲ୍।
ପାରାଦୀପ: ଜିରୋପଏଣ୍ଟ ଠାରେ ପାରାଦୀପ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ନିଜ ନିଜର ଦଳ ପରିତ୍ୟାଗ କରି ବିଜେପିରେ ସାମିଲ୍ ହେଲେ ଶତାଧିକ ଲୋକେ ।
ପାରାଦୀପ: ପାରାଦୀପ ନିର୍ବାଚନମଣ୍ଡଳୀର କମ୍ୟୁନିଷ୍ଟ ପାର୍ଟିର ବିଧାୟିକା ପାର୍ଥିନୀ ହେଲେ ଚିନ୍ମୟୀ ସାହାଣୀ।
ପାରାଦୀପ: କୋଲଡିଆ ଗ୍ରାମରେ ଆଜି ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ
ପାରାଦୀପ: ପାରାଦୀପ ବନ୍ଦରରେ ଅଗ୍ନିଶମ ବାହିନୀ ପକ୍ଷରୁ ପାଳନ କରାଯାଉଥିବା ଜାତୀୟ ଅଗ୍ନିସେବା ସପ୍ତାହ ଉଦଯାପିତ
ପାରାଦୀପ: ପଙ୍କପାଳ ପଞ୍ଚାୟତରେ ମିଶ୍ରଣ ପର୍ବରେ ଶତାଧିକ ଲୋକେ ବିଜେପିରେ ସାମିଲ
ପାରାଦୀପ: ପାରାଦୀପ ବିପିସିଏଲ୍ ପେଟ୍ରୋ ଟର୍ମିନାଲ ସମ୍ମୁଖରେ ଅଗ୍ନିକାଣ୍ଡ, ୩ ଗାଡ଼ିରେ ଲାଗିଲା ନିଆଁ
ପାରାଦୀପ: କୁଜଙ୍ଗ ବଜାର ନିକଟରୁ ଗିରଫ ଦୁଇ ମଦ ବେପାରୀଙ୍କୁ କୋର୍ଟ ଚାଲାଣ କଲା ପାରାଦୀପ ଅବକାରୀ ବିଭାଗ
ପାରାଦୀପ: ଆଜି ରାତ୍ର ୯ଟାରେ ଲୋକନାଥ ଭବନରେ ବିଜେଡି ବିଜେପି ଦଳ ର ଅପାରଗତା ଉପରେ ସିପିଆଇ ନେତା ସୁବାଷ ମହାପାତ୍ର ଙ୍କ ପ୍ରତିକ୍ରିୟା।
ପାରାଦୀପ: ପାରାଦୀପ ବନ୍ଦରର ଶାସନ ଶଚିବଙ୍କ ଦ୍ବାରା ସାକ୍ଷରତା ସମିତିର ଜଳଛତ୍ର ଉଦଘାଟନ।
ପାରାଦୀପ: ନୁଆବଜାରରେ ଆଜି ରାତି ୮ଟାରେ ପାରାଦୀପ ବିଜେପି ବିଧାୟକ ପାର୍ଥିଙ୍କୁ ଟାର୍ଗେଟ କଲେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ବାପି ସର୍ଖେଲ।
ପାରାଦୀପ: ଷଣ୍ଢପୁର ମୁକ୍ତେଶ୍ଵର ମଣ୍ଡପ ଠାରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳିତ
ପାରାଦୀପ: ଗତ ୪ ତାରିଖରେ ଶନି ମନ୍ଦିର ନିକଟରୁ ଚୋରି ହେଇଥିବା ଟଙ୍କା କୁଜଙ୍ଗ ପୋଲିସ ଦ୍ବାରା ଫେରି ପାଇବା ପରେ ପ୍ରତିକ୍ରିୟା ରଖିଲେ ମଲାସାହିର ଦମ୍ପତି
ପାରାଦୀପ: ମଙ୍ଗଳବାର ରାତିରେ ଭୁତୁମୁଣ୍ଡାଇ ପଞ୍ଚାୟତରେ ବିଜେପିର " ମିଶ୍ରଣ ପର୍ବ" ରେ କଂଗ୍ରେସ ଓ ବିଜେଡି ଦଳ ଛାଡି ବିଜେପିରେ ମିଶିଲେ ଶତାଧିକ ଲୋକେ ।
ପାରାଦୀପ: ଲୋକନାଥ ଭବନରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିରୋଧୀ ଦଳର ଅପାରଗତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ
ପାରାଦୀପ: ଆଗାମୀ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା କରିବାପାଇଁ କୁଜଙ୍ଗରେ କୁଜଙ୍ଗ ପୋଲିସ ପକ୍ଷରୁ ପ୍ଲାଗ ମାର୍ଚ୍ଚ ଅନୁଷ୍ଠିତ।
ପାରାଦୀପ: ଭୁତମୁଣ୍ଡାଇ ଠାରେ ଗିରଫ ଦେଶୀ ମଦ ବେପାରୀଙ୍କୁ ଆଜି କୋର୍ଟ ଚାଲାଣ କଲା ଲକ ଥାନା ପୋଲିସ