ଘଟଣା ଏହି ପରିକି ଗତକାଲି କୁଜଙ୍ଗ ଥାନା ଅଧିନସ୍ଥ ଗଣ୍ଡିକପୁରର ରମାକାନ୍ତ ସାହୁଙ୍କ ଘରେ ପାରାଦୀପ ଉପଖଣ୍ଡ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ସମେତ ପାଞ୍ଚଜଣିଆ ଦଳ ପହଞ୍ଚି ଅତର୍କିତ ଚଢ଼ାଉ କରି ନକଲି ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଥିଲା। ଆଜି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପାରାଦୀପ ଅବକାରୀବିଭାଗ।