ପାରାଦୀପ: ବିଦୁଲତାମଣ୍ଡପରେ ପାରାଦୀପ ବିଧାୟକଙ୍କ ଅପାରଗତାକୁ ସମାଲୋଚନା କରି ଜିଲ୍ଲା ବିଜେଡି ସମ୍ପାଦକ ଦିଲ୍ଲିପ ମହାପାତ୍ରଙ୍କ ପ୍ରତିକ୍ରିୟା।
ଆଗାମୀ ନିର୍ବାଚନରେ ବିଭିନ୍ନ ଦଳ ସଜବାଜ ହୋଇ ଭୋଟ ଭିକ୍ଷା କରିବା ପାଇଁ ପ୍ରତିଶ୍ରୁତି ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷିରେ ବିଦୁଲତା ମଣ୍ଡପରେ ଆଜି ସନ୍ଧ୍ୟା ୭ଟା ସମୟରେ କୁଜଙ୍ଗ ମହାବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ଜିଲ୍ଲା ସମ୍ଫାଦକ ଦିଲ୍ଲିପ ମହାପାତ୍ର ଙ୍କ ନେତୃତ୍ଵରେ ହୋଇଥିବା ବେଳେ ପାରାଦୀପ ବିଧାୟକଙ୍କ ଅପାରଗତା ଉପରେ ନିଜର ପ୍ରତିକ୍ରିୟା ରଖିଥିଲେ।