ଦିର୍ଘ ୨୫ବର୍ଷ ଧରି ପାରାଦୀପ ନିର୍ବାଚନମଣ୍ଡଳୀର ଜନସାଧାରଣ ଯେଉଁ ବିଧାୟକଙ୍କୁ ନିର୍ବାଚିତ କରି ଆସିଛନ୍ତି ଏବେ ତାହା ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି। ପାରାଦୀପ ନିର୍ବାଚନମଣ୍ଡଳୀରେ ଯେଉଁଭଳି ବିକାଶ ହେବାକଥା ସେଭଳି ହୋଇନାହିଁ। ବିଧାୟକ କେବେ ଜନସାଧାରଣଙ୍କ ପାଖକୁ ଆସନ୍ତି ନାହିଁ। ଆସନ୍ତି ସେତିକିବେଳେ ଯେତେବେଳେ ନାଚ ଗୀତର ଆସର ଜମେ।ଏହିଭଳି ନିଜ ବକ୍ତବ୍ୟରେ ଟାର୍ଗେଟ କରିଥିଲେ ପାରାଦୀପ ବିଧାୟକଙ୍କୁ।