Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଜୁନାଗଡ: ଦଶପୁର ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝିଲେ ଜୁନାଗଡ଼ ବିଧାୟକ

Junagarh, Kalahandi | Jan 11, 2026
କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ମଣ୍ଡି ମାନଙ୍କରେ ଏବେବି ଅଚଳାବସ୍ଥା ଜାରି ରହିଛି । ଫଳରେ ଚାଷୀ ମଣ୍ଡି ରେ ଧାନ ରଖି ଶୀତ କାକର ରେ ଶୋଇ ଜଗୁଛି। ସେହିପରି ଗୋଲାମୁଣ୍ଡା ବ୍ଲକ ଦସପୁର ମଣ୍ଡିରେ ବର୍ତ୍ତମାନ ଏଗାର ହଜାର କୁଇଣ୍ଟାଲ ରୁ ଅଧିକ ଧାନ ପଡ଼ି ରହିଥିବା ସୂଚନା ରହିଛି । ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଦସପୁର ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝି ବିଭାଗୀୟ ଅଧିକାରୀ କୁ ନିର୍ଦେଶ ଦେଇଥିଲେ।