ପରଜଙ୍ଗ: ଗୋଡିସାହିରେ ସୋମବାର ୩ଟାରେ ରାମ ମନ୍ଦିରର ରତ୍ନମୋଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଉପସ୍ଥିତ ରହିଲେ ବିଡ଼ିଓ ଯଶୋବନ୍ତ ଦେହୁରୀ
ଗୋଡିସାହିରେ ସୋମବାର ୩ଟାରେ ରାମ ମନ୍ଦିରର ରତ୍ନମୋଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଉପସ୍ଥିତ ରହିଲେ ବିଡ଼ିଓ ଯଶୋବନ୍ତ ଦେହୁରୀ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ବାଟଗାଁ ପଂଚାୟତ ଗୋଡିସାହିରେ ସୋମବାର ରାମ ମନ୍ଦିରର ରତ୍ନମୋଦ ଉତ୍ସବ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଡ଼ିଓ ଯଶୋବନ୍ତ ଦେହୁରୀଙ୍କ ସମେତ ସତାଧିକ ଭକ୍ତ ।