ବଲାଙ୍ଗୀର: ବାଞ୍ଜିପାଲିରେ ଭବ୍ୟ କଳସ ଶୋଭାଯାତ୍ରା: ଦୁର୍ଗାପୂଜାକୁ ନେଇ ଗ୍ରାମରେ ଉତ୍ସାହ
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ବାଞ୍ଜିପାଲି ଗ୍ରାମରେ ଦୁର୍ଗାପୂଜା ଅବସରରେ ଶନିବାର ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ କମିଟିର ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ସାମିଲ ହୋଇଛନ୍ତି।