ବେତନଟୀ ଉପକଣ୍ଠ ପଣ୍ଡୁଗଡିଆ ଗ୍ରାମର ଜନୈକ ବୃଦ୍ଧ ଗାଁକୁ କାମ କରିବାକୁ ଯାଇଆଉ ଘରକୁ ଫେରିନଥିବା ବେଳେ ପରିବାରବର୍ଗଙ୍କ ଏତଲାକ୍ରମେ ଗୁରୁବାର ରାତି ସାଢେ ଦଶଟାରେ ନିଖୋଜ ମାମଲା ରୁଜୁକରି ତଦନ୍ତ ଆରମ୍ଭ କଲା ପୁଲିସ l ଏତଲାକାରିଣୀ ପଦ୍ମିନୀ ମହାନ୍ତଙ୍କ ଅଭିଯୋଗ ମୁତାବକ ତାଙ୍କର ୭୦ବର୍ଷୀୟ ସ୍ଵାମୀ ରାମେଶ୍ଵର ମହାନ୍ତ ଗ୍ରାମର ସୁଦର୍ଶନ ବେହେରାଙ୍କ ଘରକୁ ରବିବାର ଠାରୁ କାମ କରିବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି l