କଟକରେ ଶ୍ରୀ ଷୋଳପୁଅ ମାଁ ଠାକୁରାଣୀ ପୂଜା ସମିତିର ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା
କଟକରେ ଶ୍ରୀ ଷୋଳପୁଅ ମାଁ ଠାକୁରାଣୀ ପୂଜା ସମିତି ପକ୍ଷରୁ ସମ୍ବର୍ଦ୍ଧନା ଓ ବନ୍ଧୁ ମିଳନ ଅନୁଷ୍ଠିତ। ସାଂସଦ ଭାର୍ତୃହରି ମହତାବଙ୍କ ସମେତ ଅନେକ ନେତା ଯୋଗ ଦେଇ ପୂଜା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉପରେ ଦେଲେ ଗୁରୁତ୍ୱ।