ସୋର: ସୌମ୍ୟରଞ୍ଜନ ମହାପାତ୍ର ହତ୍ୟା ମାମଲା: ମନ୍ମଥ କୁମ୍ଭ ଗିରଫ ପରେ ପ୍ରତିକ୍ରିୟା ରଖିଲେ ମାମୁଁ
Soro, Balasore | Sep 30, 2026 ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ରୋଷେଇୟା ମନ୍ମଥ କୁମ୍ଭ ଗିରଫ। ନ୍ୟାୟ ମିଳିଛି ବୋଲି ପ୍ରକାଶ କଲେ ମାମୁଁ ଶିତିକଣ୍ଠ ପଣ୍ଡା। ଘଟଣାରେ ସଂଗ୍ରାମ ବେହେରା ଓ ମନ୍ମଥ କୁମ୍ଭ ଗିରଫ ହୋଇଥିବା ବେଳେ ବିଦ୍ୟାଭାରତୀଙ୍କୁ ଅକ୍ଟୋବରରେ ହାଜର ପାଇଁ ନିର୍ଦ୍ଦେଶ।