Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଯାଜପୁର: ସହରସାହି ନିକଟରେ ପାରିବାରିକ ଘଟଣାକୁ ନେଇ ଜନୈକ ଯୁବକଙ୍କୁ ସମ୍ପର୍କୀୟ ଲୋକ ଆକ୍ରମଣ,ଯୁବକ ଗୁରୁତର

Jajapur, Jajpur | Sep 15, 2025
ସହରସାହି ନିକଟରେ ପାରିବାରିକ ଘଟଣାକୁ ନେଇ ଜନୈକ ଯୁବକଙ୍କୁ ସମ୍ପର୍କୀୟ ଲୋକ ଆକ୍ରମଣ,ଯୁବକ ଗୁରୁତର l ସହରସାହିର ଜନୈକ ଯୁବକଙ୍କର ତାଙ୍କ ପତ୍ନୀଙ୍କ ସହିତ ଅନେକ ଦିନ ହେବ ପାଟିତୁଣ୍ଡ ଲାଗିଥିଲା l ତେବେ ଆଜି ଯୁବକ ଜଣଙ୍କ ଘର ପାଖ ଚାନ୍ଦିନୀ ଉପରେ ବସିଥିବା ବେଳେ ହଠାତ ତାଙ୍କ ସମ୍ପର୍କୀୟ ଲୋକେ ଆସି ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ l ଏହି ଖବର ପାଇ ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଂଚି ଗୁରୁତର ଯୁବକକୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l

MORE NEWS