Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ଲକ୍ଷ୍ମୀପୁର: କାଳିଆମାଳି ପାହାଡ ରେ ବ୍ଲକ ପ୍ରଶାସନ ତରଫରୁ ପରବ ମହୋତ୍ସବ ନିମନ୍ତେ ପର୍ବତ ଆରୋହଣ

Lakshmipur, Koraput | Nov 27, 2025
ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାୟଣପାଟଣା ବ୍ଲକର କାଳିଆମାଳି ପାହାଡ ଉପରକୁ ନାରାୟଣପାଟଣା ବ୍ଲକ ପ୍ରଶାସନ ତରଫରୁ ବ୍ଲକ ସ୍ତରୀୟ ପରବ ମହୋତ୍ସବ ନିମନ୍ତେ ଏକ ପର୍ବତ ଆରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ବ୍ଲକ ଚେୟାରମ୍ୟାନ ଗୋଲାଡି ତ୍ରିନାଥ ଦିନ ୩ଟା ସମୟରେ ସୂଚନା ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଭେସନାରୀ ଆଇଏସ ସନ୍ତୋଷ ପାତ୍ର , ବ୍ଲକ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ

MORE NEWS

ଲକ୍ଷ୍ମୀପୁର: କାଳିଆମାଳି ପାହାଡ ରେ ବ୍ଲକ ପ୍ରଶାସନ ତରଫରୁ ପରବ ମହୋତ୍ସବ ନିମନ୍ତେ ପର୍ବତ ଆରୋହଣ - Lakshmipur News