ଅମ୍ବାଭୋନା: ଦ୍ବାରୀ ଗ୍ରାମରୁ ଜଣେ ଅଭିଯୁକ୍ତକୁ ଦେଶୀ ମଦ ସହ ଗତକାଲି ଗିରଫ କରାଯାଇ ଆଜି କୋର୍ଟଚାଲାଣ କଲା ଭଟଲୀ ଅବକାରୀ ବିଭାଗ
ଭଟଲୀ ଅବକାରୀ ବିଭାଗ ତରଫରୂ ଅତର୍କିତ ଚଢାଉ କରାଯାଇ ଗତକାଲି ଅପରାହ୍ନ 4 PM ରେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଦ୍ବାରୀ ଗ୍ରାମ ର ମଣ୍ଡୁ ବାଗ ଙ୍କ ଠାରୁ 22 ଲିଟର ଦେଶିମଦ ଗିରଫ କରାଯାଇଥିଲା ଏବଂ ଆଜି 12 PM.ରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଭଟଲୀ ଅବକାରୀ ସୁତ୍ରରୁ ପ୍ରକାଶ । ଏହି ଚଢାଉ ରେ ଭଟଲୀ ଅବକାରୀ ବିଭାଗ ସମସ୍ତ ଷ୍ଟାଫ ସାମିଲ ହୋଇଥିଲେ।