ଦେବଗଡ: ଦେବଗଡ଼ରେ ସାର ସବସିଡି ବଣ୍ଟନ ନେଇ ଭିଜିଲାନ୍ସ ତଦନ୍ତ: କାଗଜପତ୍ର ଯାଞ୍ଚ
ଦେବଗଡ଼ କଲ୍ଲା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକଙ୍କ ଗିରଫଦାରୀ ପରେ ସାର ସବସିଡି ବଣ୍ଟନ ଅନିୟମିତତା ନେଇ ଭିଜିଲାନ୍ସ ତଦନ୍ତ ଜାରି। ଜିଲ୍ଲାରେ ବିଭିନ୍ନ ସମିତିର କାଗଜପତ୍ର ଓ ଚାଷୀଙ୍କ ରେକର୍ଡ ଯାଞ୍ଚ କରାଯାଉଛି।