ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ସ୍ଥିତ ବଡ଼ଗାଁ ହାଇସ୍କୁଲ ର ୨୦୦୨ ମେଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ସଦସ୍ୟ ମାନେ ସେମାନଙ୍କ ହାଇସ୍କୁଲ ଜୀବନର ଅନୁଭୂତି ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନ ରେ ରଞ୍ଜନ ପାଣିଗ୍ରାହୀ, ସ୍ବାଗତ ପଣ୍ଡା,ରବି ଭଗତ, ବିକାଶ ଅଗ୍ରୱାଲ, ସ୍ପନ୍ଦନ ଜେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।