କାମାକ୍ଷାନଗର: ଅଁଳାବେରେଣି ମେଡ଼ିକାଲରେ ଗୁରୁବାର ୩ଟା ୩୦ରେ ନୂତନ ଘରର ଶିଳାନ୍ୟାସ କଲେ ବିଧାୟକ ବିଭୁତି ପ୍ରଧାନ
ଅଁଳାବେରେଣି ମେଡ଼ିକାଲରେ ଗୁରୁବାର ୩ଟା ୩୦ରେ ନୂତନ ଘରର ଶିଳାନ୍ୟାସ କଲେ ବିଧାୟକ ବିଭୁତି ପ୍ରଧାନ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଅଁଳାବେରେଣି ମେଡ଼ିକାଲ ପରିସରରେ ଗୁରୁବାର ନୂତନ ଗୃହର ଶିଳାନ୍ୟାସ କଲେ ବିଧାୟକ ବିଭୁତି ପ୍ରଧାନ ।ଏଠାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେପି ସଭାପତି ରାସବିହାରୀ ବେହେରା,ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀ ଶିବଜ୍ୟୋତି ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।